ଭୁବନେଶ୍ୱର– ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ସୁସ୍ଥ ଜୀବନ କାମନା କରୁଛି। ଜନତାଙ୍କ ହିତ ପାଇଁ ଆପଣଙ୍କ ସେବା ଏହିପରି ଜାରି ରହୁ, ମହାପ୍ରଭୁ ଆପଣଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ।
Related Stories
September 23, 2024
September 23, 2024
September 23, 2024