ଭୁବନେଶ୍ୱର– ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣା । ମେଜରଙ୍କ ଏତଲା ଆଧାରରେ ହେବ ତଦନ୍ତ । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ତଦନ୍ତ ହେବ । ଯେଉଁମାନେ ରାସ୍ତାରେ ସେମାନଙ୍କୁ ଆକ୍ରମଣ ସହ ଦୁର୍ବ୍ୟଵହାର କରିଥିଲେ ସେମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଡିଜିପି ନିର୍ଦେଶ ଦେଇଛନ୍ତି । ପୁଣି ଥରେ ମୂଳ ଘଟଣାର ତଦନ୍ତ କରିବା ପାଇଁ ଡିଜିପି ନିର୍ଦେଶ ଦେଇଛନ୍ତି । ରାସ୍ତାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ।
Related Stories
November 21, 2024
November 21, 2024