କନ୍ଧମାଳ– ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମା ଇ ଭାରତ ଫୁଲବାଣୀ ତରଫରୁ ଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଦଶ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି l ସେମାନଙ୍କ ମଧ୍ୟରେ ସିବେନ୍ଦ୍ର ଡିଗାଲ, ପିଣ୍ଟୁ ସେଠି, ବିଜୟ ପ୍ରଧାନ, ରଞ୍ଜନ ବିନ୍ଧାଣୀ, ମିନି କଂହର, ରଚିତାରାଣୀ ସାହାଣୀ, କବିତା କର,ଭବାନୀ ଗୁରୁ, ଶ୍ରାବଣୀ ସାହାଣୀ, ମାମାଲି ସାହାଣୀ ଏବଂ ସତ୍ୟବାନ ଦଳବେହେରା, ରାଜକିଶୋର ପ୍ରଧାନ, କଲ୍ୟାଣୀ କଂହର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କରିଥଲେ l ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ପଯ୍ୟନ୍ତ ଚାଲିବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ଅବଗତ କରିଥିଲେ l
Related Stories
September 19, 2024
September 19, 2024