ଭୁବନେଶ୍ୱର– ମୁକୁଳା ଡ୍ରେନକୁ ନେଇ ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଆମ ସରକାର ଆସିବା ପରେ ଏହାକୁ ଗୁରୁତର ସହିତ ନେଇଥିବା ଗୃହରେ ଉତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୂର୍ବରୁ ଡ୍ରେନ ଉପରେ ସ୍ଲାବ ପକେଇବାକୁ ସମୟ ହୋଇନଥିଲା । ଏବେ ନୂତନ ସରକାର ଆସିବା ପରେ ଏହି ପ୍ରକ୍ରିୟା ତ୍ୱରାନିତ୍ଵ କରିଛି। ବଜେଟରେ ମଧ୍ୟ ୨୦୦ କୋଟି ଟଙ୍କାର ବଜେଟ୍ ଆଲୋକେଟ୍ ହୋଇଛି। ସବୁ ମୁକୁଳା ଡ୍ରେନ କଭର ହେବ ତାକୁ ନେଇ ନିର୍ଦ୍ଦେଶ ହୋଇଛି। ଡିସେମ୍ବର ମାସ ଭିତରେ ଏହି କାମ ଶେଷ ପାଇଁ ନିର୍ଦ୍ଦେଶ ରହିଥିବା ମନ୍ତ୍ରୀ କହିଛନ୍ତି ।
Related Stories
September 19, 2024
September 19, 2024