ଭୁବନେଶ୍ୱର– ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳସୂଚନା ଓ ଲୋକସମ୍ପର୍କ ବିଭାଗଉପନିର୍ଦେଶକଶ୍ରୀ ହେମନ୍ତ କୁମାର ନାୟକଏକ ଦିନିକିଆ ଗସ୍ତରେ ଭୁବନେଶ୍ୱର ଲୋକସମ୍ପର୍କ ଭବନରେ କାର୍ଯ୍ୟ କରୁଥିବା ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନକରିବାସହ ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାରନିରୀକ୍ଷଣ
କରିଛନ୍ତି । ପୂର୍ବାହ୍ନରେ ଶ୍ରୀନାୟକ ଜିଲ୍ଲାସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପୁଷ୍ପଗୁଚ୍ଛ ପ୍ରଦାନକରିସ୍ୱାଗତଜଣାଇଥିଲେ । ପରେଉପନିର୍ଦ୍ଦେଶକଶ୍ରୀନାୟକଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଅଧୀନ ବାଲିପାଟଣାଠାରେ ଚାଲୁଥିବା ପାଠକପାଠିକାମାନଙ୍କନିମନ୍ତେ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନକରି ପାଠକପାଠିକା ପଢ଼ିବାନିମନ୍ତେ ସମସ୍ତ ଭିତ୍ତିଭୂମିସୁଦୃଢକରିବା ଦିଗରେ ଯନିବାନ ହେବାକୁଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁନିର୍ଦେଶ ଦେଇଥିଲେ । ସେହିପରି ଭଙ୍ଗାରୁଜାଆସବାବପତ୍ରଗୁଡ଼ିକୁମୁଖ୍ୟ ନିର୍ଦ୍ଦେଶାଳୟରେହସ୍ତାନ୍ତରକରିବାଏବଂନିଲାମକରାଇବାକୁନିର୍ଦ୍ଦେଶ ଦେବାସହ ସ୍ଥାନୀୟଆଜାଦକ୍ଲବସମ୍ପାଦକଶ୍ରୀସୁଶାନ୍ତ ଦାସଏବଂ ଯୁବ ଓ ମହିଳାକଲ୍ୟାଣ ଅନୁଷ୍ଠାନ ପାଠାଗାରସମ୍ପାଦକଶ୍ରୀଶିବମ ପାଟଯୋଷିଙ୍କ ସହସୁଚନାକେନ୍ଦ୍ର ଓ ପାଠାଗାରରଆନୁଷଙ୍ଗିକ ବ୍ୟବସ୍ଥାକୁସୁଦୃଢ଼ୀକରଣ ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେଆଲୋଚନାକରିଥିଲେ । ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଭଗ୍ନ ଦୃଶ୍ୟ ଶ୍ରାବସରଞ୍ଜାମଗୁଡ଼ିକୁମଧ୍ୟନିର୍ଦ୍ଦେଶାଳୟରେ ଫେରସ୍ତକରିବାକୁଉପନିର୍ଦ୍ଦେଶକନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟର ସମସ୍ତକାଗାଜାତ ପତ୍ର ଯଥା, ବିଭିନ୍ନ ରେଜିଷ୍ଟର, କ୍ୟାସ ବୁକ୍, ଉପସ୍ଥାନ ରେଜିଷ୍ଟର, ଗୋପବନ୍ଧୁକର୍ମଜୀବୀସାମ୍ବାଦିକମାନଙ୍କସ୍ୱାସ୍ଥ୍ୟ ବୀମା ଯୋଜନା ଉପରେମଧ୍ୟ ବିସ୍ତୃତସମୀକ୍ଷାକରିଥିଲେ ।ସମସ୍ତକର୍ମଚାରୀସମୟାନୁବର୍ତ୍ତିର୍ତା ଭାବେ ବିଭାଗରସୁନାମ ବଜାୟରଖିକର୍ତ୍ତବ୍ୟ ସମ୍ପାଦନାକରିବାକୁ ଉପ ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳଶ୍ରୀନାୟକନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟ ଅଧିକାରୀଶ୍ରୀ ଲକ୍ଷ୍ମଣ କୁମାର ବେହେରା,ବରିଷ୍ଠରାଜସ୍ୱ ସହାୟିକାଶ୍ରୀମତୀ ମେରିଲୀନାରାଉତରାୟ, ନିକ୍ଷେପକଶ୍ରୀ ଦିଲ୍ଲୀପ ମିଶ୍ର, କନିଷ୍ଠ ଭଣ୍ଡାରରକ୍ଷକସୁଶ୍ରୀମୀନାଏକ୍ସାଏବଂସମସ୍ତକର୍ମଚାରୀ ପୁଷ୍ପଗୁଚ୍ଛଏବଂ ସ୍ମୃତି ଫଳକ ପ୍ରଦାନକରିଉପନିର୍ଦେଶକଶ୍ରୀ ହେମନ୍ତକୁମାରନାୟକଙ୍କୁକୃତଜ୍ଞତାଜ୍ଞାପନକରିଥିଲେ ।