
ଭୁବନେଶ୍ୱର– ଡ଼ା କୁଞ୍ଜବିହାରୀ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ କବି, ସାହିତ୍ୟ ଗବେଷକ ଡ଼ା କୁଞ୍ଜବିହାରୀ ତ୍ରିପାଠୀଙ୍କ ଜନ୍ମଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କ ସାହିତ୍ୟ ଗବେଷଣା ଏବଂ କାଳଜୟୀ ରଚନା ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ବରଦାନ।