ଭୁବନେଶ୍ୱର/ସମ୍ବଲପୁର– ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରାଯାଇଛି । ଉପର ମୁଣ୍ଡରୁ ଜଳ ପ୍ରବେଶ କମିଥିବାରୁ ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି ।