ଭୁବନେଶ୍ୱର– ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଡ ପଦକ୍ଷେପ । ଆଜିଠାରୁ ଆନନ୍ଦବଜାରରେ ମୁତୟନ ହୋଇଛନ୍ତି 20 ଜଣ ସେନା ନିବୃତ କର୍ମଚାରୀ । ସିଂହଦ୍ଵାର ସମ୍ମୁଖରେ ଏକାଠି ହୋଇ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ସେନା ନିବୃତ କର୍ମଚାରୀ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ଗଲେ ସେନା ନିବୃତ କର୍ମଚାରୀ । ଆନନ୍ଦବଜାରରେ ଅଣସୁପକାରଙ୍କ ପ୍ରାଦୁର୍ଭାବ ଉପରେ ରୋକ୍ ଲଗାଇବେ ଏହି ସେନା ନିବୃତ କର୍ମଚାରୀ।
Related Stories
November 22, 2024