ଭୁବନେଶ୍ୱର– ସମ୍ବଲପୁର ନାକଟିଦେଉଳରେ ଅଭାବନୀୟ ଘଟଣା । ନାକଟିଦେଉଳ ବ୍ଲକ ସାହେବି ଶିବମନ୍ଦିର ନିକଟ ନାଳ କଡ଼ରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ।