ଗଂଜାମ, ବାର୍ଡ ଫ୍ଳୁ ପାଇଁ ଗଂଜାମ ଜିଲାରେ ସତର୍କତା ଅବଲମ୍ବନ କରାଯାଇଛି । ଖଲିକୋଟ ଗଂଜାମ ଓ ଚିକିଟି ଏହି ତିନୋଟି ବ୍ଲକରୁ 180ଟି କୁକୁଡାଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଗୁଡିକୁ ଆଜି କଟକ ନିକଟସ୍ଥ ଫୁଲନଖରାରେ ଥିବା ପ୍ରାଣୀ ବିଜ୍ଞାନ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ବ୍ରହ୍ମପୁର ପ୍ରାଣୀ ଚିକିତ୍ସା ବିଭାଗର ଗବେଷକ ଡାକ୍ତର ମନୋଜ ଷଡଙ୍ଗୀ ସୂଚନା ଦେଇଛନ୍ତି ।
Related Stories
November 22, 2024