ଭୁବନେଶ୍ୱର– ଧୀରେ ଧୀରେ ବଢ଼ୁଛି ଝାରସୁଗୁଡ଼ା ଇବ ନଦୀର ଜଳସ୍ତର । ବ୍ରଜରାଜନଗର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କର ମନ୍ଦିରରେ ଇବ ନଦୀର ବନ୍ୟାଜଳପ୍ରବେଶ କରିଛି । ମୁଖ୍ୟ ଦ୍ୱାର ଓ ମନ୍ଦିର ଭିତରେ ପଶିବାରେ ଲାଗିଛି ବନ୍ୟାଜଳ । ନୀତିକାନ୍ତ ବିଭ୍ରାନ୍ତି ଘଟି ନଥିବା ମୁଖ୍ୟ ପୂଜାରୀ ସୂଚନା ଦେଇଛନ୍ତି । ମା ରାମଚଣ୍ଡୀଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।
Related Stories
November 22, 2024