ଭୁବନେଶ୍ୱର– ରତ୍ନଭଣ୍ଡାରର ରତ୍ନ ଗଣତି ନିଶ୍ଚିତ ହେବ । ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର ମେଳକ କରାଯିବ ।ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବ। ପୂର୍ବରୁ ଏକଥା କୁହାଯାଇଥିଲା । ତେଣୁ ସ୍ଥାନୀୟ ସରକାର ଏଏସଆଇକୁ ଚିଠି ଲେଖି ସାରିଛନ୍ତି । ଏଏସଆଇର ଉଚ୍ଚ ସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
Related Stories
November 22, 2024