ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ ଏଫଏ ଆଣ୍ଡ ସିଏଓ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓଏସଆରଟିସିର ଫାଇନାନ୍ସସିଆଣ ଆଡଭାଇଜର ଏବଂ ଚିଫ୍ ଆକାଉଣ୍ଟାଂଟ ଅଫିସର ବିଜୟ କୁମାର ମଙ୍ଗରାଜ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢାଉରେ 8ଜଣ ଡିଏସପି, 8ଜଣ ଇନସପେକ୍ଟର, 9ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଓ ବାରିପଦାର 7ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।
Related Stories
November 22, 2024