
କୋଲକାତା, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଘଟଣାକୁ ନେଇ ସିବିଆଇ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ଦିନ ପ୍ରାୟ 11 ଘଂଟା ଧରି ପଚରାଉଚରା କରିଛି । ସେ ସକାଳ 11.25 ମିନିଟ ସମୟରେ ସନ୍ଦୀପ ସିଜିଓ କମ୍ପ୍ଲେକ୍ସରେ ପହଂଚିଥିଲେ ଏବଂ ପ୍ରାୟ ରାତି 11ଟାରେ ବାହାରକୁ ବାହାରିଥିଲେ ।ଏଗାତର ପଂଚମ ଦିନରେ ସନ୍ଦୀପ ଘୋଷଣାଙ୍କୁ ଏହି ମାମଲାରେ ସିବିଆଇ ପଚରାଉଚରା କରିଥିଲା ।