ଭୁବନେଶ୍ୱର– ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶୁଭକାମନା । ଭାଇ ଭଉଣୀଙ୍କ ସ୍ନେହ ଓ ଅତୁଟ ପ୍ରେମର ପ୍ରତୀକର ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ନେଇକରି ଆସୁ, ଭଗବାନଙ୍କ ଠାରେ ଏହାହିଁ କାମନା କରୁଛି ।
Related Stories
November 21, 2024
November 21, 2024