ଭୁବନେଶ୍ୱର, କଲିକତା ମେଡିକାଲ କଲେଜରେ ଘଟିଥିବା ଘଟଣା କେବଳ ଡାକ୍ତର ନର୍ସଙ୍କର ନୁହେଁ ଏହା ଦେଶର ଘଟଣା । ସୁରକ୍ଷାର କଥା ରହିଛି । ଏହା ସମାଜ ପାଇଁ ବଡ ପ୍ରସଙ୍ଗ । ଯେଉଁ ଘଟଣା କଲିକତାରେ ହୋଇଛି ଏହା ସମସ୍ତେ ମିଶିକି ଚିନ୍ତା କରିବାର ସମୟ ଆସିଛି । ଏହା କେବଳ ମେଡିକାଲ କର୍ମଚାରୀ ପର୍ଯ୍ୟନ୍ତ ସୀମିତ ନାହିଁ ସମସ୍ତ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଧାନସଭାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ପହଂଚିବା ପରେ ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ରିଜିଜୁ ଏହା କହିଛନ୍ତି ।
Related Stories
November 22, 2024