ନୂଆଦିଲ୍ଲୀ– ନାରୀନେତ୍ରୀ ଦାସମତୀ ଛତରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନୂଆଦିଲ୍ଲୀ ଠାରେ ଆମ ଦଳର କେନ୍ଦୁଝର ଜିଲ୍ଲାର ନାରୀନେତ୍ରୀ ତଥା ସିକ୍କିମ ମହିଳା ମୋର୍ଚ୍ଚାର ପ୍ରଭାରୀ ଭାବରେ କାର୍ଯ୍ୟରତ ଶ୍ରୀମତୀ ଦାସମତୀ ଛତରଙ୍କୁ ଏବଂ ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ବିକ୍ରମ ଚନ୍ଦ୍ର ମୁଣ୍ଡାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି ।
Related Stories
September 19, 2024