
ଭୁବନେଶ୍ୱର – ଚଳିତ ବର୍ଷ ଦେଶ ପାଳିବ 78 ତମ ସ୍ୱାଧୀନତା ଦିବସ।ସ୍ୱାଧୀନତା ଦିବସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଡିଜିପି ଅରୁଣ ଷଢଙ୍ଗୀଙ୍କ ଉପସ୍ଥିତିରେ ଗାନ୍ଧିମାର୍ଗରେ ପ୍ୟାରେଡ ରିହଲସଲ ସରିଛି।ଚଳିତ ବର୍ଷ ପ୍ୟାରେଡ କମାଣ୍ଡ ଭାବେ ନିୟୋଜିତ ହୋଇଛନ୍ତି ଆଇପିଏସ ଅମ୍ରିତପାଲ କୌର।