
କଟକ -ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଅଲିଶା ବଜାର କାଫଲା ଫାଣ୍ଡି ନିକଟରେ ।ସୁଚନାନୁସାରେ କୌଣସି କାରଣ ବଶତଃ ଯୁବକ ଜଣକ ଆଜି ଦିନ 1ଟା ସମୟରେ ପୋଖରୀକୁ ଡେଇଁଥିଲେ।ତା ପରେ ଯୁବକ ଜଣକ ନିଖୋଜ ହୋଇଥିଲେ। ଦମକଳ ବାହିନୀକୁ ଖବର ଦେବା ପରେ ମୃତ ଯୁବକଙ୍କୁ ଉଦ୍ଧାର କରିଥିଲା।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଯୁବକକୁ ପୋଷ୍ଟମଟମ ପାଇଁ ପଠାଇବ।