
ନବରଙ୍ଗପୁର -ନବରଙ୍ଗପୁରରେ ଘଟିଛି ଏକ ଲୋମଟାଙ୍କୁରା ଦୁର୍ଘଟଣା। ବୋଲବମ ସାରି ବାଇକ ଯୋଗେ ଘରକୁ ଫେରୁଥିବାବେଳେ ବାଇକ ଉପରକୁ ମାଡିଯାଇଛି ଟ୍ରକ ।ଏଭଳି ଘଟଣା ଘଟିଛି ନବରଙ୍ଗପୁର ଉମରକୋଟ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡା ନିକଟରେ। ସୁଚନାନୁସାରେ ଘଟଣାସ୍ଥଳରେ ବାପା,ମା ର ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ନାବାଳକ ପୁଅ।ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।