ଗଂଜାମ, ଗଂଜାମ ଜିଲା ଦିଗପହଣ୍ଡି ଏନ ଏ ସି ସମ୍ମିଳନୀ କକ୍ଷରେ ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ୫୦ ଜଣ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏନ ଏ ସି ଚେୟାରମ୍ୟାନ୍ ପ୍ରଫୁଲ୍ଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, କାଉନସିଲର ଦୀପକ କୁମାର ମିଶ୍ର, ନୀଳମାଧବ ଗୌଡ, ସୁଶାନ୍ତ ପାତ୍ର, ସୁନୀଳ କୁମାର ପଣ୍ଡା, ଯୋସ୍ନା ଯେନା, କରିସ୍ମା ନାୟକ ଇଗାୟତ୍ରୀ ମାମୀନି ବେହେରା ସନ୍ତୋଷିନୀ ବେହରା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 22, 2024