ଭୁବନେଶ୍ୱର– ଭାରତ ରତ୍ନ ଏମ.ଏସ ସ୍ୱାମୀନାଥନଙ୍କ ସ୍ମରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପ୍ରସିଦ୍ଧ ଭାରତୀୟ କୃଷି ବୈଜ୍ଞାନିକ ତଥା ସବୁଜ କ୍ରାନ୍ତିର ଜନକ ଭାରତ ରତ୍ନ ଏମଏସ ସ୍ୱାମୀନାଥନଙ୍କ ଜୟନ୍ତୀ ଅବସରରେ ସାଦର ପ୍ରଣାମ ।