
ସୁବର୍ଣ୍ଣପୁର– ରାସ୍ତା ଉପରେ ୪ ଫୁଟରପାଣି ପ୍ରଭାବିତ ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୀରମହାରାଜପୁର ଚାରମାଳ ରାସ୍ତାରେ।ସୁଚନାନୁଯାୟୀ ପ୍ରବଳ ବର୍ଷା ହେତୁ ଲୁତୁରପଙ୍କ ନିକଟ ଘୁଙ୍ଗି ନାଳ ରାସ୍ତା ଉପରେ ୪ ଫୁଟର ପାଣି ଚାଲୁଛି।ଯାହା ଫଳରେ ବୀରମହାରାଜପୁର ଚାରମାଳ ରାସ୍ତା ରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।