ଭୁବନେଶ୍ୱର– ଗିରଫ ହେଲେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ। ଢେଙ୍କାନାଳରେ ଆହୁରି 3ଟି ପ୍ଲଟ ଠାବ କଲା ଭିଜିଲାନ୍ସ । ସୋମବାର ୧୨ଟି ସ୍ଥାନରେ ଚଢାଉ ବେଳେ ଯନ୍ତ୍ରୀଙ୍କଠାରୁ 1କୋଟି 62ଲକ୍ଷ ଟଙ୍କାର ଡିପୋଜିଟ ଠାବ, ୪୫ଟି ପ୍ଲଟ, ୧ କିଲୋ ସୁନା, ୨ଟି ଜେସିବି, ଗୋଟିଏ ଏକ୍ସଭେଟର, ଗୋଟିଏ ପଥରଭଙ୍ଗା ମେସିନ ଆଦି ଠାବ ହୋଇଥିଲା।
Related Stories
September 19, 2024
September 19, 2024