ଆଇଗିଣିଆ -ଆଇଗିଣିଆ ଆଳୁ ଗଦିରେ ଆଳୁର ଅଭାବ ଦେଖିବାକୁ ମଳିଛି।ଆଳୁ ଗାଡି ନ ଆସିବାରୁ ରାଜ୍ୟରେ ଆଳୁର ଅଭାବ 2 ଦିନ ହେବ ଦେଖାଦେଇଛି।ଆଳୁ ଗୋଦାମ ଖାଲି ପଡିଛି।ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ଅଛି ସେମାନେ ଚଢା ଦରରେ ଆଳୁ ବିକ୍ରୀ କରୁଛନ୍ତି।ଉତ୍ତରପ୍ରଦେଶରୁ ଆସୁଥିବା ଆଳୁରଚାହିଦା ନଥିବାରୁ ବ୍ୟବସାୟୀକ୍ଷତି ସହୁଛନ୍ତି ବୋଲି ବ୍ୟବସାୟୀ ସଂଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।ବିଭିନ୍ନ ଶୀତଳ ଭଣ୍ଡାରରେ 17 ଟନ ଆଳୁ ରହିଛି।ଯେଉଁ ଆଳୁ ଅଛି ତାହା 3 ଦିନ ଲୋକଙ୍କ ଆଳୁର ଅଭାବ ପୁରଣ କରିପାରିବ।ସୁଧାକର ପଣ୍ଡାଙ୍କ କହିବା ଅନୁସାରେ ସରକାର ଜଲଦି ଆଳୁ ସମସ୍ୟାର ସମାଧାନ ନ କଲେ ରାଜ୍ୟବାସୀ ଆଳୁ ପାଇପାରିବେ ନାହିଁ।
Related Stories
September 19, 2024
September 19, 2024