ଭୁବନେଶ୍ୱର/ଉଦଳା, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଫୁଲିଛି ଦେଓ ନଦୀ । ଫଳରେ ପୋଲ ବୁଡିଯାଇଥିବା ସୂଚନା ମିଳିଛି । ଜାମୁଘାଟ ପୋଲ ଉପରେ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଚାଲୁଥିବାରୁ ଉଦଳା – ବାଲେଶ୍ୱରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ପାଣି ସୁଅରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଲୋକ ।
Related Stories
November 25, 2024