ଭୁବନେଶ୍ୱର, ଏବେ ଉତରପ୍ରଦେଶରୁ ଆଳୁ ଆସୁଛି । ପୁଣି ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଉତର ପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ । ଏପରିକି ଉତର ପ୍ରଦେଶରୁ ଆସିଥିବା ଆଳୁ ବିକ୍ରି ହେଲାଣି । ଏହାର ମାନ ବହୁତ ଭଲ ବୋଲି ଲୋକେ କହିଛନ୍ତି । ପଶ୍ଚିମବଙ୍ଗ ବ୍ଲାକମେଲର ଶିକାର ନ ହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ ।
Related Stories
November 22, 2024