ଭୁବନେଶ୍ୱର– କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଏହା ଭିତରେ ଗୋଟିଏ ପାଂଚ ମହଲା ବିଲ୍ଡିଂ, ମାର୍କେଟ କମ୍ପ୍ଲେକ୍ସ ସହ 78ଲକ୍ଷ ଟଙ୍କାର 335 ଗ୍ରାମ ସୁନାଗହଣା, 11.7 ଲକ୍ଷର ଟଙ୍କା ରହିଛି ।
Related Stories
November 22, 2024