ମନିଲା-ପାଲେଷ୍ଟାଇନର ଦକ୍ଷିଣ ଭାଗରେ ଆଜି ଭୋରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.8 ରେକର୍ଡ ହୋଇଛି । ତେବେ ସୁନାମୀ ନେଇ କୌଣସି ଚେତାବନୀ ଜାରି ହୋଇନାହିଁ । ପାଲେଷ୍ଟାଇନର ଭୂକମ୍ପ ବିଜ୍ଞାନ ଏଜେନ୍ସି ଅନୁଯାୟୀ ଭୂକମ୍ପ କାରଣରୁ କେହି ମୃତାହତ ହୋଇନାହାନ୍ତି । ଉଲ୍ଲେଖନୀୟ ଯେ, ପାଲେଷ୍ଟାଇନରେ ନିୟମିତ ଭାବେ ଭୂକମ୍ପ ଅନୁଭୂତ ହୋଇଥାଏ ।
Related Stories
November 22, 2024