ଗଂଜାମ, ମୃତ ବ୍ଯକ୍ତିଙ୍କ ନାମରେ ଟନ୍କା ଉଠାଇ ହଡପ କରିବା ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ ଜଜ ଡଃ. ଅରୁଣ କୁମାର ସାହୁ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦୋଷୀ ସାବ୍ଯସ୍ତ କରିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁର ପୌରପାଳିକାର ତତ୍କାଳିନ ଟ୍ଯାକ୍ସ କଲେକ୍ଟର ଯୋଗୀ ବେହେରା । ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ଓ ସାତ ହଜାର ଟଂକା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ତାଙ୍କୁ ଅଧିକା ତିନି ମାସ ଜେଲ ଦଣ୍ଡ ପାଇଁ କୋର୍ଟ ରାୟ ଦେଇଛନ୍ତି ।
Related Stories
November 21, 2024
November 21, 2024