ଭୁବନେଶ୍ୱର/ଖଡିଆଳ, ତିଖାଳି ଡ୍ୟାମରୁ ଖୋଲିଲା ଗେଟ l ଡ୍ୟାମର ଦୁଇଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ ହେଉଛି l ନୂଆପଡା ଜିଲ୍ଲା ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଆଜି ଦିନ 11ଟା 18 ମିନିଟରେ ଗେଟ ମାଧ୍ୟମରେ ବନ୍ୟଜଳ ନିଷ୍କାସନ କରାଯାଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିଖାଳି ଡ୍ୟାମରେ ଜଳସ୍ତର ବଢିଛି ।
Related Stories
November 24, 2024
November 24, 2024