ୱାଂଶିଟନ, ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଫ୍ଲୋରିଡା ରିସର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିଛନ୍ତି । ଏହାର ଦିନକ ପୂର୍ବରୁ ନେତାନ୍ୟାହୁ ୱାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ ଓ ହ୍ୟାରିସଙ୍କ ସହ ଭିନ୍ନ ଭିନ୍ନ ବୈଠକରେ ସାକ୍ଷାତ କରିଥିଲେ । ଟ୍ରମ୍ପ ନେତାନ୍ୟାହୁଙ୍କ ସାକ୍ଷାତ କରିଥିଲେ ଏବଂ ସାମ୍ବାଦିକଙ୍କୁ କହିଥିଲେ ଯେ, ସେମାନଙ୍କ ମଦ୍ୟରେ ବହୁତ ଭଲ ସଂପର୍କ ରହିଛି । ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ବିବାଦକୁ ସେ ଖାରଜ କରିଦେଇଛନ୍ତି ।
Related Stories
August 29, 2024