କୋଣାର୍କ/ଭୁବନେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାରଡ଼ା ସ୍ଥିତ ‘ମିଲ୍କ ମୁ’ ପ୍ଲାଂଟରେ ଯାଂଚ କରିଛନ୍ତି । ପ୍ଲାଂଟ ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ଏଠାର ଉତ୍ପାଦିତ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଅଭିଯୋଗ ଥିଲା । ଲୋକଙ୍କଠାରୁ ଅଭିଯୋଗ ପାଇଲା ପରେ ନିଜେ ଯାଂଚ କରିବାକୁ ଆସିଲି । ବିଭିନ୍ନ ଉତ୍ପାଦର ସାମ୍ପଲ ନିଆଯାଇଛି , ସେଗୁଡିକୁ ଲ୍ୟାବ୍ ରେ ଟେଷ୍ଟ କରାଯିବ । ଯଦି ଅନୁପଯୁକ୍ତ ବୋଲି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
November 22, 2024