ପୁରୀ– ଅନୁଗୁଳ-ପୁରୀ ଫାଷ୍ଟ ପାସେଞ୍ଜର ଟ୍ରେନ୍ ରେ ନିଆଁ । ମାଳତିପାଟପୁରରୁ ହୁଳୁହୁଳିଆ ପୋଲ ମଧ୍ୟରେ ଏକ ବଗିରେ ନିଆଁ ଲାଗିଥିଲା । ଟ୍ରେନ୍ ର ବ୍ରେକ୍ ଘଷି ହୋଇ ଏହି ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏଥିରେ ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ ।