ମାଲକାନଗିରି, ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ନାକାମାମୁଡି ବାୟାପଡା ଘାଟିରେ ଭୂ-ସ୍ଖଳନ ଯୋଗୁଁ ୧୮ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ତୁମ୍ବାପଦର ନିକଟରେ ବଡ ଧରଣର ଭୂ-ସ୍ଖଳନ ହୋଇଛି । ବାଧ୍ୟ ହୋଇ ନିକଟରେ ଥିବା ଏକ କାଠ ପୋଲରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ ।
Related Stories
November 22, 2024