ଗଂଜାମ– ବିଜେଡି ଶାସନ କାଳରେ ହିଞ୍ଜଳିକାଟୁ ଓ ଶେରଗଡ ବ୍ଳକରେ ବହୁ ଜାଲ ରାସନ କାର୍ଡ ହିତାଧିକାରୀ, ଭତ୍ତା ଧିକାରୀ, ଓ କାଳିଆଯୋଜନା ହିତାଧିକାରୀ ସୃଷ୍ଟି କରାଯାଇଥିବା ବେଳେ ବହୁ ଗରୀବ ପରିବାର ଏଥିରୁ ବାଦ୍ ପଡିଛନ୍ତି । ସେହିପରି ଆବାସ ବଣ୍ଟନରେ ମଧ୍ଧ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ତୁରନ୍ତ ସରକାରଙ୍କ ପକ୍ଷରୁ ଏହି ଦୁଇଟି ବ୍ଲକ ଅଂଚଳରେ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ସମସ୍ତ ଯୋଜନାରୁ ବାଦ ଦେଇ ପ୍ରକୃତ ହିତାଧୀକାରୀଙ୍କୁ ସାମିଲ କରିବାକୁ ଦାବି ହେଉଛି ।
Related Stories
November 22, 2024