
ଗଞ୍ଜାମ,ଡ୍ୟୁଟି ସମୟରେ ବିନା ଅନୁମତିରେ ଅନୁପସ୍ଥିତ ରହିବା ଓ କାର୍ଯ୍ୟରେ ଅବହେଳା କରି ଥିବାରୁ ଗଞାମ ଜିଲା ସୁମାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜେଶ ମିଶ୍ର ଓ କିରଣ ନାୟକଙ୍କୁ ସିଡିଏମ ଓ ଡା.ଉମାଶଂକର ମିଶ୍ର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହାସହ ଆଟେଣ୍ଡାଣ୍ଟ ରାଜ କିଶୋର ସାହୁ ଓ ସୁଇପର ଲୋକନାଥ ବାଡତ୍ୟାଙ୍କୁ ମଧ୍ୟ ଅନୁରୂପ ନୋଟିସ୍ ଜାରି କରାଯାଇଛି ।