ଭୁବନେଶ୍ୱର/ହିନ୍ଦୋଳ, ସଙ୍କଟରେ ଗଜରାଜ । ପୁଣି ହାତୀ ଛୁଆର ମୃତ୍ୟୁ । ଢ଼େଙ୍କାନାଳ ହିନ୍ଦୋଳ ବନଖଣ୍ଡ ବାମ୍ପା ସେକ୍ସନରେ ଖାତରେ ପଡ଼ି ଅସୁସ୍ଥ ହୋଇଥିବା ହାତୀ ଛୁଆର ମୃତ୍ୟୁ ହୋଇଛି । ମୃତ ହାତୀଟିର ବୟସ ୩ ବର୍ଷ ହେବ। ଗୋଠଛଡା ହୋଇ ଏକୁଟିଆ ରହିଯାଇଥିଲା ହାତୀ ଛୁଆ।