ଭୁବନେଶ୍ୱର/ବୁର୍ଲା– ବୁର୍ଲା ଭୀମସାରରେ ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା । ଯୁବତୀଙ୍କ ମୁଣ୍ଡରେ ଆଉ ତିନିଟି ଛୁଞ୍ଚି ରହିଥିବା ସ୍କାନ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହା ପରେ ପୁଣି ଅସ୍ତ୍ରୋପଚାର କରାଯାଇଛି । ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଯୁବତୀଙ୍କ ମୁଣ୍ଡରେ କରୁଛନ୍ତି ଅସ୍ତ୍ରୋପଚାର । ୧୦ ଜଣିଆ ଟିମ୍ ସର୍ଜରି କରୁଛନ୍ତି । ଏନେଇ ଭୀମସାର ନିର୍ଦେଶକ ସୂଚନା ଦେଇଛନ୍ତି ।
Related Stories
November 22, 2024