ଭୁବନେଶ୍ୱର/ବାଲେଶ୍ୱର– ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସଷ୍ଟାଣ୍ଡରେ ଥିବା ଅନ୍ୟୁରୁଧ ସାହୁଙ୍କ ଫଳ ଦୋକାନରୁ ଚୋରି । ଏନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଜଣେ ଦୁବୃର୍ତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ନଗଦ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରିନେଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Related Stories
January 14, 2025
January 14, 2025