ଭୁବନେଶ୍ୱର, ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରିବେ। ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିରେ କିଛି ଯୋଜନା ନଥିଲା, ଜେଇ ମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା । ବିଭାଗୀୟ ସଚିବ କିଛି ଜାଣୁନଥିଲେ, । ଏହି ଯୋଜନା ରାମ ଭରସାରେ ଚାଲିଥିଲା । ବିଭାଗରେ ଯେତେ ଅନିୟମିତତା ହୋଇଛି ତାର ଖୋଳ ତାଡ଼ ହେବ ବୋଲି ସେ କହିଛନ୍ତି ।
Related Stories
November 22, 2024