ଭୁବନେଶ୍ୱର, ଯେଉଁ ଯେଉଁ ସ୍ଥାନରେ ନକଲି ଶିକ୍ଷକ ଥିବା ନେଇ ଅଭିଯୋଗ ଆସିବ ତେବେ ବିଭାଗ ଏହା ଉପରେ ତଦନ୍ତ କରିବ ଏବଂ କାର୍ଯ୍ୟନୁଷ୍ଠାନ ହେବ। ବରଗଡ଼ରେ ନକଲି ଶିକ୍ଷକ ଧରା ପଡିବା ନେଇ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା କହିଛନ୍ତି ।