
ଭୁବନେଶ୍ୱର/କଟକ-କଟକ ଯୋବ୍ରା ସ୍ଥିତ ମହାନଦୀରେ ବୁଡି ଯୁବକ ନିଖୋଜ । ନିଖୋଜ ଯୁବକକୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ନିଖୋଜ ଯୁବକ ଜଣକ ହେଲେ ଛତ୍ର ବଜାର ଅଞ୍ଚଳର ୨୯ ବର୍ଷୀୟ ଯୁବକ ପ୍ରଶାନ୍ତ ରାଉତ। ନଦୀରେ ବୁଡ଼ିବାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ଯୁବକ ଜଣକ ନଦୀରେ ବୁଡି ନିଖୋଜ ହୋଇଥିବା ସୂଚନା ମିଳିଛି ।