ଭୁବନେଶ୍ୱର/ଆଠଗଡ଼– ଅଜଣା ଗାଡି ଧକ୍କାରେ 8 ବର୍ଷୀୟ ହରିଣ ମୃତ । ଆଠଗଡ଼ ବନଖଣ୍ଡ ସୁବାସି ସଂରକ୍ଷିତ ଜଙ୍ଗଲ ଡାଲଖାଇ ଠାକୁରାଣୀଙ୍କ ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ୮ ବର୍ଷୀୟ ହରିଣର ମୃତ୍ୟୁ ହୋଇଛି । ଏନେଇ ରେଞ୍ଜର ରବିନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।