ଭୁବନେଶ୍ୱର, ୱାର୍ଲ୍ଡ ୟୁଥ ସ୍କିଲ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସଠିକ୍ ଦକ୍ଷତା, ନୂତନ ଯୁଗର ବୈଷୟିକ ଜ୍ଞାନ, ଚିନ୍ତାଧାରା ଏବଂ ଉଦ୍ୟୋଗୀ ଯୁବକମାନେ ବିଶ୍ୱ ପାଇଁ ସମୃଦ୍ଧ ଭବିଷ୍ୟତ ଗଠନ କରିପାରିବେ ।ବିଶ୍ୱଯୁବ ଦକ୍ଷତା ଦିବସରେ, ଆସନ୍ତୁ ସମସ୍ତେ ଆମ ଯୁବକମାନଙ୍କୁ ବିଶ୍ୱ ପାଇଁ ପ୍ରସ୍ତୁତ କରିବା ପାଇଁ ସଠିକ୍ ଦକ୍ଷତା ସହିତ ସଶକ୍ତ କରିବାକୁ ଆସନ୍ତୁ ।
Related Stories
September 16, 2024