ଭୁବନେଶ୍ୱର – ବାହୁଡା ଯାତ୍ରାର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଆଜି ନିଜ ବଡ ଭାଇ ଭଗବାନ ବଳଭଦ୍ର ଏବଂ ଭଉଣୀ ମାଆ ସୁଭଦ୍ରାଙ୍କ ସହ ରଥ ଉପରେ ବସି ଶ୍ରୀମନ୍ଦିର ଫେରିବେ । ରଥ ଫେରିବାର ଏହି ଉତ୍ସବକୁ ବାହୁଡା ଯାତ୍ରା କୁହାଯାଇଥାଏ ।ପବିତ୍ର ବାହୁଡା ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା । ଜୟ ଜଗନ୍ନାଥ ।
Related Stories
November 24, 2024
November 24, 2024