ଭୁବନେଶ୍ୱର/ପୁରୀ– ଆଜି ସଂଧ୍ୟା ୫ଟାଠାରୁ ବନ୍ଦ ରହିବ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ। ସୋମବାର, ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ରହିଛି। ଏହା ଉପଲକ୍ଷେ ତାର ପୂର୍ବ ପ୍ରସ୍ତୁତି ନିମନ୍ତେ 14 ତାରିଖ ରବିବାର ଅର୍ଥାତ୍ ଆଜି ସନ୍ଧ୍ୟା ୫ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।