ଭୁବନେଶ୍ୱର/ପୁରୀ– ଆସନ୍ତାକାଲି ସଂଧ୍ୟା ୫ଟାଠାରୁ ବନ୍ଦ ରହିବ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ। ସୋମବାର, ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ରହିଛି। ଏହା ଉପଲକ୍ଷେ ତାର ପୂର୍ବ ପ୍ରସ୍ତୁତି ନିମନ୍ତେ 14 ତାରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଏଣୁ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।
Related Stories
September 19, 2024
September 19, 2024