
ଭୁବନେଶ୍ୱର/ନୂଆପଡ଼ା – କୋମନା ଥାନା ତରବୋଡ ସମ୍ଭବ ପ୍ରକଳ୍ପ ଠାରେ ସୁପର ଭାଇଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମାନିଗୁଡ଼ା ଗାଁ ନିକଟ ଏକ ଗ୍ରିଡରେ ସୁପରଭାଇଜର ଭାବରେ କାମ କରୁଥିଲେ ଯୁବକ ।ମୃତ ଯୁବକ ଜଣକ ହେଲେ ଚିଲିକା ଅଞ୍ଚଳର ଜନ୍ମଜୟ ତରାଇ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ
ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।