
ଭୁବନେଶ୍ୱର– ଖୋର୍ଦ୍ଧା ତାପଗଂ ବଡ ସାଉଁଳି କଳିଙ୍ଗ ପାହାଡ ଖଣିରେ ନିଖୋଜ ହୋଇଥିବା ଯୁବକର ମୃତଦେହ ୫ଦିନ ପରେ ଉଦ୍ଧାର ହୋଇଛି । ୫ ଦିନ ଧରି ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ,ନୌସେନା ଓ ରୋବର୍ଟ ନିଖୋଜ ଯୁବକକୁ ଖୋଜୁଥିଲା। ଆଜି ସକାଳୁ ଊଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ମୃତଦେହକୁ ଠାବ କରିଛନ୍ତି।